Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସହରର ଏକ ଘରୋଇ ହୋଟେଲ CAIT ର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ

Jharsuguda, Jharsuguda | Aug 24, 2025
ଝାରସୁଗୁଡା ସହରର ଏକ ଘରୋଇ ହୋଟେଲ ଠାରେ ଆଜି ଦିନ ଦୁଇଟା ସମୟରେ କେଟ ର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, କେଟ ର ନେସନାଲ ଚେୟାରମ୍ୟାନ, ଝାରସୁଗୁଡା ଜିଲ୍ଲା ଚେୟାରମ୍ୟାନ ପ୍ରମୁଖ ଯୋଗଦାନ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସଂସ୍ଥାର କାର୍ଯ୍ୟକାରିଣୀ ସଦସ୍ୟ ଗଣ ଶପଥ ଗ୍ରହଣ କରିଥିଲେ। ଏହା ସହିତ ଝାରସୁଗୁଡା ଜିଲ୍ଲାର ବ୍ୟବସାୟୀ ମାନଙ୍କ ସହାୟତା ଓ ସୁବିଧା ଅସୁବିଧାକୁ ନେଇ କାର୍ଯ୍ୟ କରିବା ନେଇ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
Read More News
T & CPrivacy PolicyContact Us