This browser does not support the video element.
ପଟ୍ଟାଙ୍ଗୀ: କୁଲାରସିଂରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Pottangi, Koraput | Sep 8, 2025
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କୁଲାରସିଂରେ ପଞ୍ଚାୟତ କାର୍ଯ୍ୟାଳୟ ରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଇଓ ସିଦ୍ଧାର୍ଥ ମଣ୍ଡଳଙ୍କ ପରିଚାଳନା ରେ ନିଜେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂର୍ଗା ପ୍ରସାଦ ଦୋରା ଯୋଗ ଦେଇ ଅଭିଯୋଗକାରୀ ଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦେଶ ଜାରି କରିଥିବା ଅପରାହ୍ନ ୩ଟା ସମୟରେ ସୂଚନା।