This browser does not support the video element.
ଜଗତସିଂହପୁର: ଚାରି ଲକ୍ଷ ଟଙ୍କା ର ଧଳା ଜହର ଜବତ ସହିତ ଦୁଇ ଅଭିଯୁକ୍ତ ଗିରଫ ଘଟଣା କୁ ନେଇ ଜଗତସିଂହପୁର ପୋଲିସ ର ସାମ୍ବାଦିକ ସମ୍ମିଳନୀ
Jagatsinghapur, Jagatsinghpur | Sep 9, 2025
ବ୍ରେକିଙ୍ଗ- ଚାରି ଲକ୍ଷ ଟଙ୍କା ର ଧଳା ଜହର ଜବତ ସହିତ ଦୁଇ ଅଭିଯୁକ୍ତ ଗିରଫ ଘଟଣା କୁ ନେଇ ଜଗତସିଂହପୁର ପୋଲିସ ର ସାମ୍ବାଦିକ ସମ୍ମିଳନୀ l ସୂଚନା ମୁତାବକ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଆଧାରରେ ଏବଂ ଜଗତସିଂହପୁର ଥାନା ଆଇଆଇସିଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ପୋଲିସ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ "ପ୍ରହାର"ର ଅଂଶ ଭାବରେ, ଆଜି ଏକ ସ୍ୱତନ୍ତ୍ର ଟିମ ଜଗତସିଂହପୁର ଥାନା ଅଞ୍ଚଳ ର ଇଟାପଡା ଛକ ନିକଟରେ ଏକ ସର୍ଚ୍ଚ ଅପରେସନ୍ କରିଥିଲା। ଏହି ଅପରେସନ୍ ସମୟରେ, ଦୁଇ ଅଭିଯୁକ୍ତ ପବିତ୍ର ମହାନ୍ତି ଓ ନିରଞ୍ଜନ ମହାନ୍ତି ଉଭୟ ଇଟାପଡା ଛକ ନିକଟରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଅନ୍ୟପ