Download Now Banner

This browser does not support the video element.

ବଲାଙ୍ଗୀର: କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ CRC, SV NIRTAR କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ

Balangir, Balangir | Sep 12, 2025
ବଲାଙ୍ଗୀର ଶାସ୍ତ୍ରୀନଗର ସ୍ଥିତ CRC, SV NIRTAR, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ PWD ବ୍ୟକ୍ତିମାନଙ୍କୁ Aids ଓ Appliances ବଣ୍ଟନ କରାଗଲା। ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇଥିଲେ ଏବଂ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ସରକାରଙ୍କ ଏପରି ପଦକ୍ଷେପ PWD ବ୍ୟକ୍ତିଙ୍କୁ ସ୍ୱାବଳମ୍ବୀ କରିବା ସହିତ ସମାଜରେ ସମାନ ସୁଯୋଗ ପ୍ରଦାନରେ ଦୂରଗାମୀ ଭୂମିକା ନେବ।
Read More News
T & CPrivacy PolicyContact Us