Download Now Banner

This browser does not support the video element.

ସୋନପୁର: ଛିନଛାନ ଡୁଙ୍ଗୁରି,ଯୋଗବିହାର, ଠାରେ ଭାଗବତ ଜନମ ଦିନ ମହାସମାରୋହରେ ପାଳିତ ହୋଇଯାଇଛି

Sonapur, Subarnapur (Sonepur) | Sep 7, 2025
ମହାନଦୀ ସାହିତ୍ୟ ସଂସଦ ସୁବର୍ଣ୍ଣପୁର ଓ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମି ସୋନପୁରର ମିଳିତ ଆନୁକୁଲ୍ୟରେ ଆଜି ଛିନଛାନ ଡୁଙ୍ଗୁରି, ଯୋଗବିହାର, ସୁବର୍ଣ୍ଣପୁର ଠାରେ ଭାଗବତ ଜନମ ଦିନ ମହାସମାରୋହରେ ପାଳିତ ହୋଇଯାଇଛି |ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ, ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଗୋରେଖ ନାଥ ସାହୁ, ପ୍ରବକ୍ତା ତଥା ସାହିତ୍ୟିକ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର,ବିଶିଷ୍ଟ ନାଟ୍ୟକାର, ସଂସ୍କୃତି ଗବେଷକ ଶ୍ୟାମା ଓମ ପ୍ରସାଦ ମିଶ୍ର, ଲୋକ ସଂସ୍କୃତି ଗବେଷକ ଡ ଦେବାଶିଷ ପାଣ୍ଡିଆ ଆଲୋଚକ ଭାବରେ ଯୋଗଦେଇ ଭାଗବତ ଓ ସମାଜ ର ସ୍ୱର ଉପରେ ଆଲୋଚନା
Read More News
T & CPrivacy PolicyContact Us