This browser does not support the video element.
ସଦର: କଛାରପଦ ଠାରେ ଏକ ପେଡ୍ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
Sadar, Kalahandi | Sep 12, 2025
ଏକ ପେଡ୍ ମାଁ କେ ନାମ କାର୍ଯ୍ୟକ୍ରମ ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ କୁଲିଆମାଲ୍ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଛାର ପଦର୍ ଗ୍ରାମ ଠାରେ ଏକ ପେଡ୍ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ ଭୋଇ, କୁଲିଆ ମାଲ ସରପଞ୍ଚ ଶ୍ରୀମତି ଯାମିନୀ ସାହୁ ଙ୍କ ସମେତ ୱାର୍ଡ଼ ସଭ୍ୟ ସଭ୍ୟା ତଥା ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଏହି ଗଛ ଲଗେଇବା ସହ ଗଛକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥିଲେ। ଏ ନେଇ ଆଜି ଅପରାହ୍ନ ଗୋଟାଏ ରେ ଜଣା ଯାଇଛି।