Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଉପ ଜିଲ୍ଲାପାଳଙ୍କ ମାଥିଲି ଗସ୍ତ, ପରିଦର୍ଶନ କଲେ ବିଭିନ୍ନ କାର୍ଯ୍ୟାଳୟ

Malkangiri, Malkangiri | Sep 6, 2025
ମାଲକାନଗିରି ଉପ ଜିଲ୍ଲାପାଳ ଅସ୍ନି ଏ ଏଲ ଆଜି ମାଥିଲି ବ୍ଲକ ସଦରକୁ ଦିନ ୧୧ଟା ସମୟରେ ଗସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ମାଥିଲି ସଦର ସ୍ଥିତ ତହସିଲ ଅଫିସ, ବ୍ଲକ ଅଫିସ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ନିର୍ମାଣ ହେବାକୁ ବ୍ଲକ ସ୍ତରୀୟ ଷ୍ଟାଡିୟମର ଚିହ୍ନଟ ହୋଇଥିବା ସ୍ଥାନ କୁ ଯାଇଥିଲେ। ଏଥିସହ ଲୋକମାନେ କିପରି ତୁରନ୍ତ ସମସ୍ତ ସରକାରୀ ସେବା ପାଇପାରିବେ ସେ ନେଇ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Read More News
T & CPrivacy PolicyContact Us