Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ ବସ ସିଣ୍ଡିକେଟ ନିୟମକୁ ଉଲ୍ଲଂଘନ କରୁଛନ୍ତି କିଛି ବସ ମାଲିକ,ଏହାକୁ ନିନ୍ଦା କରିଛନ୍ତି ସମ୍ପାଦକ ଶ୍ରୀନିବାସ ପତି

Bhadrak Rural, Bhadrak | Sep 2, 2025
ଭଦ୍ରକ ଜିଲ୍ଲା ଭଦ୍ରକ ଠାରେ ବସ ସିଣ୍ଡିକେଟ ନିୟମକୁ ଉଲ୍ଲଂଘନ କରୁଛନ୍ତି କିଛି ବସ ମାଲିକ ମାନେ, ସିଣ୍ଡିକେଟ ର ନିୟମକୁ ନ ମାନି ମନମୁଖୀ କାର୍ଯ୍ୟ କରୁଥିବା କଥା କହିଛନ୍ତି ସିଣ୍ଡିକେଟ ର ସମ୍ପାଦକ। ଦିର୍ଘଦିନ ହେବ ସଂଘ ବନ୍ଧ ଥିଲା ୨୦୨୪ ଅଗଷ୍ଟ ମାସ ଠାରୁ ସଂଘ ଚାଲିଛି ସବୁ ମାଲିକ ମାନେ ସଂଘ ର ବାଇଲୋ ଅନୁସାରେ ଚାଲୁଛନ୍ତି।ଅନନ୍ତ ବସ ର ମାଲିକ ୩ ମିନିଟ ସମୟ ଯାଗାରେ ୮ ମିନିଟ ସମୟ ନେଇ ସଂଘର ନିୟମକୁ ଉଲ୍ଲଂଘନ କରିଛନ୍ତି ବୋଲି ସମ୍ପାଦକ କହିଛନ୍ତି। ଆଜି ସଂଧ୍ୟା ୪ ଘଟିକା ସମୟରେ ମତପ୍ରକାଶ କରିଛନ୍ତି ସମ୍ପାଦକ।
Read More News
T & CPrivacy PolicyContact Us