Install App
bebinamalla123
This browser does not support the video element.
କେନ୍ଦ୍ରାପଡା: ଅରଡିପଲ୍ଲୀ ଗ୍ରାମପଞ୍ଚାୟତରେ ସ୍ବର୍ଗତ ସନ୍ତୋଷ କୁମାର ରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ଧ୍ରୁବ ସାହୁ
Kendrapara, Kendrapara | Aug 23, 2025
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲ୍ଲୀ ଗ୍ରାମପଞ୍ଚାୟତରେ ସ୍ୱର୍ଗତ ସନ୍ତୋଷ କୁମାର ରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଗ୍ରାମବାସୀ, ଆତ୍ମୀୟ ସ୍ବଜନ ଓ ପରିଚିତମାନେ ବଡ଼ ସଂଖ୍ୟାରେ ଯୋଗଦେଇ, ସନ୍ତୋଷ ରାୟଙ୍କ ସ୍ମୃତିକୁ ସ୍ମରଣ କରିଲେ ଓ ଏଥି ମଧ୍ୟରେ ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ମଧ୍ୟ ଉପସ୍ଥିତ ହୋଇ, ପୁଷ୍ପାଞ୍ଜଳି ଅର୍ପଣ କରି ଓ ପରିବାର ବର୍ଗଙ୍କୁ ସାନ୍ତ୍ବନା ବ୍ୟକ୍ତ କରିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!