Download Now Banner

This browser does not support the video element.

ବଲାଙ୍ଗୀର: ନୂଆଖାଇରେ ଶୁଭେଚ୍ଛା ଜଣାଇଲେ ପୌରଧକ୍ଷା ଲିକା ସାହୁ

Balangir, Balangir | Aug 28, 2025
ନୂଆଖାଇ ପର୍ବ ଅବସରରେ ପୌରଧକ୍ଷା ଲିକା ସାହୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ପର୍ବ ଆମ ସାମ୍ପ୍ରଦାୟିକତା, ଭାଇଚାରା ଓ ଐକ୍ୟର ପ୍ରତୀକ । ନୂଆଖାଇ ମାଧ୍ୟମରେ ସମାଜରେ ସମ୍ମିଳନ, ଭଲପାଇବା ଓ ଶାନ୍ତି ସ୍ଥାପିତ ହେଉ, ବୋଲି ସେ କାମନା କରିଛନ୍ତି ।
Read More News
T & CPrivacy PolicyContact Us