Install App
lituarout
This browser does not support the video element.
ଆଳି: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଳି ପୋଲିସ ପକ୍ଷରୁ ସ୍ଥାନୀୟ ବଜାରରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ
Aali, Kendrapara | Mar 17, 2024
ରବିବାର ସନ୍ଧ୍ୟା ୫ଟା ସମୟରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଳି ପୋଲିସ ପକ୍ଷରୁ ଏକ ଫ୍ଲାଗ ମାର୍ଚ୍ଚ ଆଳି ବଜାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଫ୍ଲାଗ ମାର୍ଚ୍ଚରେ ଉଭୟ ଏସ୍ଏସ୍ବି ଓ ଏସ୍ଏସ୍ଟି ସେନା ଯୋଗ ଦେଇଥିବା ନେଇ ଆଳି ଥାନା ଅଧିକାରୀ ସବ୍ୟାସାଚୀ ଶତପଥୀ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!