This browser does not support the video element.
ବେଗୁନିଆ: ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ କୁଶପଲ୍ଲା ଗ୍ରସ୍ତ
Begunia, Khordha | Sep 13, 2025
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମିଶନ ଶକ୍ତି ର ର ଶାସନ ସଚିବ ଶାଲିନ ପଣ୍ଡିତ ଦିନିକିଆ ଖୋରଧା ଗସ୍ତ ରେ ଆସି ବିଭିନ୍ନ ଯୋଜନା ର ସମୀକ୍ଷା କରିଛନ୍ତି । ଉନ୍ନତ ମାନର ଶିକ୍ଷା, ଡ୍ରପ ଆଉଟ୍ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଗ୍ରାମାଞ୍ଚଳ ର ମହିଳାଙ୍କୁ ସାମାଜିକ ସ୍ରୋତ ରେ ସାମିଲ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ।ଆଜି ବେଗୁନିଆ ବ୍ଲକ୍ ବାଘମାରି ପଞ୍ଚାୟତ ର ବାମଡିହ ସ୍ଥିତ ଏକ କୁକୁଡ଼ା ଫାର୍ମ ପରିଦର୍ଶନ ପରେ ସେଠାରୁ କୁସୂପଲ୍ଲା ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ର ସମୀକ୍ଷା କରିଥିଲେ।