Install App
raj.basant2001
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ବେଦବ୍ୟାସ ଠାରେ ଯୁବତୀଙ୍କୁ ବିଭତ୍ସ ହତ୍ୟା, ପରେ ଶରୀରର ବିଭିନ୍ନ ଅଙ୍ଗକୁ କାଟି ବ୍ରାହ୍ମଣୀ ନଦୀରେ ଫୋପାଡିଛି ଅଭିଯୁକ୍ତ
Raurkela M, Sundargarh | Dec 11, 2024
ଆଜି ବୁଧବାର ଦିନ 9 ଟା ସମୟରେ ବେଦବ୍ୟାସ ଠାରେ ଯୁବତୀଙ୍କୁ ବିଭସ୍କ ହତ୍ୟା। ହତ୍ୟା ପରେ ଶରୀରର ବିଭିନ୍ନ ଅଙ୍ଗକୁ କାଟି ବ୍ରାହ୍ମଣୀ ନଦୀ ରେ ଫପାଡ଼ିବା ସହ ବିଭିନ୍ନ ଜଳାଶୟରେ ପକାଇଛି ଅଭିଯୁକ୍ତ। ରାଉରକେଲା ପୋଲିସ ବିଭିନ୍ନ ସ୍ଥାନରୁ ଜବତ କଳା ଯୁବତୀଙ୍କ ଶରୀରର ବିଭିନ୍ନ ଅଙ୍ଗ। ଯୁବତୀଙ୍କ ଶରୀର ବ୍ରାହ୍ମଣୀ ନଦୀରୁ ମିଳିଥିବା ବେଳେ ମୁଣ୍ଡ ଖୋଜୁଛି ପୋଲିସ। ଅଭିଯୁକ୍ତକୁ ଚାଲିଛି ଜେରା।
Share
Read More News
T & C
Privacy Policy
Contact Us
Your browser does not support JavaScript!