This browser does not support the video element.
ବସ୍ତା: ବାଲିଆପାଳ ବ୍ଲକକୁ ନୂଆ ଏନଏସି ତାଲିକାରୁ ବାଦଦିଆ ଯାଇଥିବା ନେଇ ବାଲିଆପାଳ ରେ ପ୍ରତିବାଦ, ଯୋଗଦେଲେ ବିଧାୟିକା
Basta, Balasore | Sep 2, 2025
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ କୁ ନୂଆ ଏନଏସି ତାଲିକାରୁ ବାଦ ଦିଆ ଯାଇଥିବା ପ୍ରତିବାଦ ରେ ଆଜି ବସ୍ତା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବାଲିଆପାଳ ବ୍ଲକ ରେ ପ୍ରତିବାଦ କରାଯାଇଛି , ନୂତନ ଏନ ଏ ସି ଗଠନ ନେଇ ସମସ୍ତ ଆବଶ୍ଯକୀୟ ଭିତ୍ତିଭୂମି ଥାଇ ମଧ୍ଯ ନୂଆ ସରକାର ଙ୍କ ଦ୍ବାରା ଘୋଷିତ ହୋଇଥିବା ନୂତନ ଏନ ଏ ସି ତାଲିକାରୁ ବାଦ ପଡିଛି ବାଲିଆପାଳ , ଦୀର୍ଘ ବର୍ଷ ଧରି ବାଲିଆପାଳ କୁ ଏନ ଏ ସି ଘୋଷଣା ନେଇ ଜନ ଆନ୍ଦୋଳନ ଏବଂ ଦାବି ହୋଇ ଆସୁଥିବା ବେଳେ 2024 ମସିହା ରେ ତତକାଳୀନ ବିଜେଡି ସରକାର ବାଲିଆପାଳ କୁ ଏନ ଏ ସି ଘୋଷଣା କରି ଥିଲେ, ମାତ୍ର ନୂଆ ସର