Download Now Banner

This browser does not support the video element.

ଛେଣ୍ଡିପଦା: ଛେଣ୍ଡିପଦା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଓକିଲଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ ଗିରଫ

Chhendipada, Angul | Aug 16, 2025
ଅନୁଗୋଳ ଜିଲା ଛେଣ୍ଡିପଦା ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଓକିଲଙ୍କୁ ମାଡ଼ ମାରି ଆହତ କରିବା ଅଭିଯୋଗରେ ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି ଶନିବାର ୩ ଘଟିକା ସମୟରେ କୋର୍ଟ ଚାଲାଣ କରିଛି ।
Read More News
T & CPrivacy PolicyContact Us