Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ରାଇକିଆ ଥାନାର ବାକିଙ୍ଗିଆ ଅଞ୍ଚଳ ର ଜଣେ ମହିଳା ଙ୍କୁ ଦୁଷ୍କର୍ମ ଅଭିଯୋଗ ନେଇ ପରିବାର ପକ୍ଷରୁ ଏକ ଥାନାରେ ଲିଖିତ ଅଭିଯୋଗ, ଅଭିଯୁକ୍ତ ଗିରଫ
Phulabani Town, Kandhamal | Aug 21, 2025
ରାଇକିଆ ଥାନାର ବାକିଙ୍ଗିଆ ଅଞ୍ଚଳ ର ଜଣେ ମହିଳା ଙ୍କୁ ଦୁଷ୍କର୍ମ ଅଭିଯୋଗ ନେଇ ପରିବାର ପକ୍ଷରୁ ଏକ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା.ଅଭିଯୋଗ କୁ ଆଧାର କାରୀ ଥାନାରେ 198/2025 ରେ ପୋଲିସ ଏକ ମାମଲା ରୁଜୁ କରିଥିଲା. ପୋଲିସ ଟାକିନାଜୁ ଅଂଚଳ ରୁ ଅଭିଯୁକ୍ତ ନରେଶ ପ୍ରଧାନ କୁ ଗିରଫ କରିଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!