This browser does not support the video element.
ଖଲ୍ଲିକୋଟ୍: ଭେଜିପୁଟ ଷ୍ଟେସନ ରୋଡ ରେ ଘର ଭିତରୁ ସାଇକଲ ଚୋରି ଘଟଣାର ଆଉ ଏକ ସି ସି ଟିଭି ଫୁଟେଜ ଭାଇରାଲ
Khalikote, Ganjam | Sep 4, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଷ୍ଟେସନ ରୋଡ ରେ ଏକ ଘର ଭିତରୁ ସାଇକଲ ଚୋରି ଘଟଣାର ଆଉ ଏକ ସି ସି ଟିଭି ଫୁଟେଜ ଆଜି ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ଭେଜିପୁଟ ଷ୍ଟେସନ ରୋଡ ରେ ଥିବା ଜଣେ ବ୍ୟକ୍ତି ଙ୍କ ଘର ଭିତରୁ ଏକ ସାଇକଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଆଜି ରାତି ସାଢ଼େ ୯ ଟା ସମୟରେ ଉକ୍ତ ଚୋରି ଘଟଣାର ଆଉ ଏକ ସି ସି ଟିଭି ଫୁଟେଜ ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।