Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପ ମାଛ ଧରା ବନ୍ଦର ରେ 26 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ

Jagatsinghapur, Jagatsinghpur | Aug 24, 2025
ପାରାଦ୍ୱୀପ ମାଛ ଧରା ବନ୍ଦର ରେ 26 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ l ସୂଚନା ମୁତାବକ ଆଜି ପାରାଦ୍ୱୀପ ମାଛ ଧରା ବନ୍ଦର ରେ ବଙ୍ଗପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କୁ ଦୃଷ୍ଟି ରେ ରଖି ଆଗାମୀ 26 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବାକୁ ନଯିବା ପାଇଁ ସତର୍କ କଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗl
Read More News
T & CPrivacy PolicyContact Us