Download Now Banner

This browser does not support the video element.

ଭଟଲି: ବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ଉଲ୍ଲାସ କାର୍ଯ୍ୟକ୍ରମ, ଯୋଗଦେଲେ ଭଟଲି ବିଇଓ, ସିଆରସିସି ଓ ଶିକ୍ଷକ ଗଣ

Bhatli, Bargarh (Baragarh) | Sep 9, 2025
ବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ଉଲ୍ଲାସ କାର୍ଯ୍ୟକ୍ରମ, ଯୋଗଦେଲେ ଭଟଲି ବିଇଓ, ସିଆରସିସି ଓ ଶିକ୍ଷକ ଗଣବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଉଲ୍ଲାସ କାର୍ଯ୍ୟକ୍ରମ ଆଜି ଦିନ ୧୦ଟାରେ ଆରମ୍ଭ ହୋଇଥିଲା। ଏଥିରେଯୋଗଦେଲେ ଭଟଲି ବିଇଓ, ଭଟଲି ବ୍ଳକ ର ସିଆରସିସି ଓ ଶିକ୍ଷକ ଗଣ, ଅନୁଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ମୁଖ୍ୟଅତିିଥି ଭାବରେ ଯୋଗଦାନ କରିଥିଲେ।
Read More News
T & CPrivacy PolicyContact Us