This browser does not support the video element.
ଯଶିପୁର: ସୁକ୍ରୁଳି ବ୍ଲକ ପରିସରରେ ଆପତକାଳୀନ ପରିସ୍ଥିତି ମୁକାବିଲା ପାଇଁ ବୈଠକ ଅନୁଷ୍ଠିତ
Jashipur, Mayurbhanj | Jun 18, 2025
ମୟୂରଭଞ୍ଜ ଜିଲ୍ଲାର ଯଶିପୁର ନିର୍ବାଚନ ମଣ୍ଡଳୀ ଅଧୀନ ସୁକ୍ରୁଳି ବ୍ଲକ ପରିସରରେ ଆଜି ଦିବା 3 ଘଟିକା ସମୟରେ ବିଡ଼ିଓ ଙ୍କ ଅଧ୍ୟକ୍ଷତା ରେ ଆପଦକାଳିନ ମୁକାବିଲା ପାଇଁ ବୈଠକ ଅନୁଷ୍ଟିତ ହେଇ ଯାଇଛି।ଆପଦ କାଳୀନ ସ୍ଥିତି କୁ କିପରି ସାମ୍ନା କରାଯିବ ସେ ନେଇ ଉପସ୍ଥିତ ବିଭିନ୍ନ ବିଭାଗ ର ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା।