This browser does not support the video element.
ଜୁନାଗଡ: ପ୍ରେମ ରେ ବିଫଳ ହେବା ପରେ ଦଶପୁର ରେ ଜଣେ ଯୁବକ ଙ୍କ ଆତ୍ମହତ୍ୟା ସନ୍ଦେହ
Junagarh, Kalahandi | Sep 23, 2025
ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ଗ୍ରାମର ଉପେନ୍ଦ୍ର ନାଗ ଙ୍କ ପୁଅ ଅଶୋକ ନାଗ, ଗ୍ରାମର ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ।ହଟାତ ତାଙ୍କ ପ୍ରେମ ସମ୍ପର୍କରେ ଫାଟ ପଡ଼ିଥିଲା ଯାହାରିଫଳରେ ଯୁବକ ଜଣକ ଭାଙ୍ଗି ପଡ଼ିଥିଲେ। ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ଏକ ବିଲରେ ଥିବା ଏକ ଗଛରୁ ଉକ୍ତ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିବା ଦଶପୁର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।