Download Now Banner

This browser does not support the video element.

ଗୋପାଳପୁର: ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ରେ ଦୁର୍ଘଟଣା, ଜଣେ ଆହତ

Gopalpur, Ganjam | Oct 13, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ବାଇକ୍ ଚାଳକ ଆହତ ହଇଥିବା ସୂଚନା ମିଳିଛି l ବେରିକେଟ କୁ ବାଇକ ପିଟିହେବା ଫଳରେ ଦୁର୍ଘଟଣା ଘଟିଛି,ଆହତ ଜଣକ କମାପଲ୍ଲୀ ଅଞ୍ଚଳର ପଞ୍ଚା ବୋଲି ସୂଚନା ମିଳିଛି l
Read More News
T & CPrivacy PolicyContact Us