Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ସମାରୋହରେ ମାନସିଂ ବଜାରରୁ ପଥ ସଂଚାଳନ କାର୍ଯ୍ୟକ୍ରମ

Baleshwar M, Balasore | Oct 6, 2025
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାର ଶତାବ୍ଦୀ ବର୍ଷରେ ପଦାର୍ପଣ କରିଛି। ୧୯୨୫ ବିଜୟା ଦଶମୀରେ ଡାକ୍ତର କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ସଂଗଠନ ଏବେ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ସଂଘ ଶତାବ୍ଦୀ ବର୍ଷର ଉଦଘାଟନ ସମାରୋହ ଜିଲ୍ଲାର ୫୩ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବାବେଳେ ବାଲେଶ୍ୱର ନଗରରେ ସୋମବାର ସଂଧ୍ୟା ୬ଘଟିକା ରେ ମାନସିଂ ବଜାର ଠାରୁ ଭବ୍ୟ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us