Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ଵୀପ ପିଆଇସିଟି ବର୍ଥ ରେ ଜାହାଜ ରୁ ଖସି ପଡି କ୍ରିୟୁ ସଦସ୍ୟ ନିଖୋଜ ଘଟଣା,ପିଆଇସିଟି ବର୍ଥ ରୁ ତିନି ଦିନ ପରେ ମିଳିଲା ମୃତଦେହ

Jagatsinghapur, Jagatsinghpur | Sep 7, 2025
ପାରାଦ୍ଵୀପ ପିଆଇସିଟି ବର୍ଥ ରେ ଜାହାଜ ରୁ ଖସି ପଡି କ୍ରିୟୁ ସଦସ୍ୟ ନିଖୋଜ ଘଟଣା,ପିଆଇସିଟି ବର୍ଥ ରୁ ତିନି ଦିନ ପରେ ମିଳିଲା ମୃତଦେହ। ମୃତକ କ୍ରିୟୁ ସଦସ୍ୟ ଚାଇନାର Zhang Tai । ଜାହାଜ ଲକି ଡ୍ରାଗନ ବର୍ଥ ଛାଡ଼ିବା ବେଳେ ଘଟିଥିଲା ଅଘଟଣ। ସୂଚନା ମୂତାବକ ଚାଇନା ରୁ ପିଗ୍ ଆଇରନ ନେଇ ଆସିଥିବା ଲକି ଡ୍ରାଗନ ନାମକ ଜାହାଜ ୧ ତାରିଖ ଦିନ ପାଆଇସିଟି ବର୍ଥ ରେ ଲାଗିବା ପରେ ସେଥିରେ ଥିବା ପିଗ୍ ଆଇରନ ଖଲାସ କରଯାଇଥିଲା। ପରେ ଜାହାଜ ବର୍ଥ ଛାଡୁଥିବା ସମୟରେ ଜାହାଜର ଉପର ଭାଗରେ କାର୍ଯ୍ୟ କରୁଥିବା ଦୁଇ ଜଣ କ୍ରୁ ମେମ୍ବର ନିଜର ଅସାବଧନତା ଯୋଗୁଁ ପାଣିକୁ ଖସି ପଡ଼ିଥିଲେ। ତେବେ ବାଙ୍ଗଲା
Read More News
T & CPrivacy PolicyContact Us