Install App
santosh0986416
This browser does not support the video element.
ନର୍ଲା: ଗୁଡ଼ାଙ୍ଗଗୁଛା ଗ୍ରାମ ନିକଟରେ ଦୁଇ ବାଇକ୍ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ଘଟଣା ଉଭୟ ପକ୍ଷ ଥାନାରେ ଅଭିଯୋଗ ଆଜି ଉଭୟ ପକ୍ଷ ଥାନାରେ ହାଜର
Narala, Kalahandi | Sep 2, 2025
ସୂଚନା ମୁତାବକ ଗତ ଶନିବାର ଦିନ ସଂଧ୍ୟା ପାଞ୍ଚ ଘଣ୍ଟା ସମୟରେ କିଶୋର ଭୋଇ ନିଜ ଶ୍ବଶୁର ଘର କୁ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଗୁଡ଼ାଙ୍ଗଗୁଛା ନିକଟରେ ଆଉ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ କରିଥିଲା ଦୁର୍ଘଟଣାରେ ଉଭୟ ବାଇକ୍ ଚାଳକ ଆହତ ହୋଇଥିଲେ ଓ ଥାନାରେ ଅଭିଯୋଗ କରିଥିଲେ ଏ ନେଇ ଆଜି ମଙ୍ଗଳବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ଉଭୟ ପକ୍ଷ ନର୍ଲା ଥାନା କୁ ଆସି ବୁଝଡୁଝ। ହେଉଥିବା ସୂଚନା
Share
Read More News
T & C
Privacy Policy
Contact Us
Your browser does not support JavaScript!