Download Now Banner

This browser does not support the video element.

ବୀରମହାରାଜପୁର: ମହାଦେବପାଲି ପଂଚାୟତ ସଭା ଗୃହରେ ପ୍ରବାସୀ ଶ୍ରମିକ ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ସମ୍ବନ୍ଧୀୟ ସଚେତନତା ଶିବିର

Biramaharajpur, Subarnapur (Sonepur) | Sep 6, 2025
ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ପଂଚାୟତ ସଭା ଗୃହରେ ଆଜି ଦିନ ପ୍ରାୟ 1ଟା ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ପ୍ରବାସୀ ଶ୍ରମିକ ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ସମ୍ବଦ୍ଧିୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ପ୍ରଣତି ମହାକୁରଙ୍କ ସଭାପଟତ୍ୱରେ ଆୟୋଜିତ ଶିବିରକୁ ଜିଲ୍ଲା ଶ୍ରମ ଶ୍ରମ ଅଧିକାରୀ ଅଧିକାରୀ ଦିବ୍ୟ ଶଙ୍କର ଧରୁଆ ମୁଖ୍ୟ ଅତିଥି ଏବଂ ସମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଲକର ସହକାରୀ ଶ୍ରମ ଅଧିକାରି ଦୀପକ ନାଏକ, ଡୁଙ୍ଗୁରିପା ଲି ସହକାରୀ ସ୍ରମ ଅଧିକାରୀ ସୌମ୍ୟରଞ୍ଜନ ସାହୁ ଯୋଗଦେଇ ପ୍ରବାସୀ ଶ୍ରମିକ ମାନଙ୍କ ନିୟମାବଳି ଉପରେ ବୁଝାଇବା ସହ କୌଣସି ସର୍ଦାର କିମ୍ବା ଠ
Read More News
T & CPrivacy PolicyContact Us