This browser does not support the video element.
ବରଗଡ: ବ୍ଲକ ସଭା ଗୃହରେ ଶିଶୁ ସୁରକ୍ଷା ଗ୍ରାମ ପଞ୍ଚାୟତ ଉପରେ ସଚେତନତା ପ୍ରଶିକ୍ଷଣ ଅନୁଷ୍ଠିତ
Bargarh, Bargarh (Baragarh) | Sep 13, 2025
ବରଗଡ଼ ବ୍ଳକ ସଭାଗୃହରେ ଶିଶୁ ସୁରକ୍ଷା ଗ୍ରାମପଞ୍ଚାୟତ ଉପରେ ଶନିବାର ଅପରାହ୍ନ 4 ଘଣ୍ଟା ସମୟରେ ସଚେତନତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ର ସଭାଗୃହରେ ଏକ ଦିବସୀୟ ଶିଶୁ ସୁରକ୍ଷା ଗ୍ରାମ ପଞ୍ଚାୟତ ଉପରେ ପ୍ରଶିକ୍ଷଣ ଶିବିର ବରଗଡ଼ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା।