This browser does not support the video element.
ଗୋପାଳପୁର: ଭୁବନେଶ୍ୱର ଠାରେ ଓଡ଼ିଶା ବିଜନେସ କନକ୍ଲେଭରେ ସମ୍ମାନିତ ହେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
Gopalpur, Ganjam | Sep 29, 2024
ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭୁବନେଶ୍ବର ଠାରେ ଓଟିଭି ର ବିଜନେସ ଓଡ଼ିଶା କନକ୍ଲେଭ ରେ ସମ୍ମାନିତ ହୋଇଛନ୍ତି l ବର୍ତମାନ ବହୁ ଇଲୋକ୍ଟ୍ରୋନିକ ମିଡ଼ିଆ ସହ ବହୁ ଡିଜିଟାଲ ମିଡିଆ ପାଦ ଥାପିଛନ୍ତି ତଥାପି ଓଟିଭି ତାର ଲୋକପ୍ରିୟତା ବଜାୟ ରଖିଛି ବୋଲି କହିଛନ୍ତି ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା l