Download Now Banner

This browser does not support the video element.

ଲକ୍ଷ୍ମୀପୁର: ଭାଲୁଯୋଡି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯୁବକଙ୍କ ମୃତ୍ଯୁ

Lakshmipur, Koraput | Aug 31, 2025
ଲକ୍ଷ୍ମୀପୁର ଥାନା ତଳ କାଇପଦର ଗ୍ରାମର ଲଦା ହିକକା ଆଜି ଏକ ମଟର ସାଇକଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି। ଆଜି ରାତି ଆଠଟା ବେଳେ ସିଏ ନିଜ ଶ୍ୱଶୁର ଘରକୁ ଯାଇ ଘରକୁ ମଟର ସାଇକଲ ଯୋଗେଁ ଫରୁଥିବା ବେଳେ ଭାଲୁଯୋଡି ଗ୍ରାମ ପାଖ ରାସ୍ତା କଡରେ ଏକ ଆମ୍ବ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇ ପଡି ଯାଇଥିଲେ।ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଧାର କରି ସେଠାକାର କିଛି ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ। ହେଲେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Read More News
T & CPrivacy PolicyContact Us