Download Now Banner

This browser does not support the video element.

ପଦ୍ମପୁର: ପାଇକମାଲରେ ବିଜେପି ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ପରିବାର ବର୍ଗଙ୍କୁ ଭେଟିଲେ ସ୍ୱାସ୍ଥ‍୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

Padmapur, Bargarh (Baragarh) | Aug 24, 2025
ଗତ କିଛି ଦିନ ତଳେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲ ଙ୍କ ପିତୃ ବିୟୋଗ ହୋଇଥିଲା। ଏହି ଖବର ଜାଣିବା ପରେ ଆଜି 12ଟା 30 ମିନିଟ ସମୟ ପାଖା ପାଖି ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଳିଙ୍ଗ, ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ପଦ୍ମପୁର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବାସଭବନ କୁ ପହଂଚି ପରିବାର ବର୍ଗ ଙ୍କୁ ଭେଟିବା ସହ ସମବେଦନା ଜଣାଇଥିଲେ ।
Read More News
T & CPrivacy PolicyContact Us