Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍। ହଜାରହଜାର ଟଙ୍କା ଲୁଟ୍ କରି ଧରାପଡିଛନ୍ତି ଭିକ୍ଷାବୃତ୍ତି କରୁଥିବା ମହିଳା ଓ ପୁରୁଷ l

Puri M, Puri | Sep 6, 2025
ଜଣେ ମହିଳା ଓ ଜଣେ ପୁରୁଷ। ଭଲକରି ଦେଖନ୍ତୁ ଏହି ଭିଜୁଆଲକୁ। ଦୁଇତିନିଜଣ ପର୍ଯ୍ୟଟକ ପୁରୀ ବେଳାଭୂମିକୁ ଉପଭୋଗ କରିବାକୁ ଯାଇଥିବା ବେଳେ ସେମାନେ ଜଣେ ମହିଳାଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ। ସମ୍ପୃକ୍ତ ମହିଳା ସେମାନଙ୍କ ପାଇଁ ମଦ ଆଣି ଦେଇଥିଲେ। କିନ୍ତୁ ପର୍ଯ୍ୟଟକ ମାନେ ମଦ ପିଇ ସାରି ବେଳାଭୂମିରେ ଶୋଇପଡିଥିଲେ। ଏହାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ଓ ଜଣେ ପୁରୁଷ ଵ୍ୟକ୍ତି ପର୍ଯ୍ୟଟକ ମାନଙ୍କ ଠାରୁ ହଜାରହଜାର ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ବେଳାଭୂମିରେ ଥିବା କିଛି ଲାଇଫଗାର୍ଡ ଏ ସମ୍ପର୍କରେ ଜାଣି ସମ୍ପୃକ୍ତ ଲୁଟେରା ମହିଳା ଓ ପୁରୁଷଙ୍କୁ ଧରି ତାଙ୍କଠାରୁ ଟଙ୍କା ଜବତ l
Read More News
T & CPrivacy PolicyContact Us