Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଗିରଳ ଅଞ୍ଚଳରେ ନାବାଳିକାକୁ ଘରୁ ଉଠେଇ ନେଲେ ତିନି ଜଣ ଦୁର୍ବୁତ୍ତ,ଘରେ ପଶି ନାବାଳିକା ଭାଇକୁ ମାଡ଼ ମାରି ଉଠେଇ ନେଇଥିବା ସଦର ଥାନା ଅଭିଯୋଗ।

Puri M, Puri | Aug 24, 2025
ନାବାଳିକାକୁ ଘରୁ ଉଠେଇ ନେଲେ ତିନି ଜଣ ଦୁର୍ବୁତ୍ତ। ପୁରୀ ସଦର ଥାନାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ନାବାଳିକା ପରିବାର। ଘରେ ପଶି ନାବାଳିକା ଭାଇକୁ ମାଡ଼ ମାରି ଉଠେଇ ନେଇଥିବା ଅଭିଯୋଗ। ନାବାଳିକା ଜଣକ ଗିରଳ ଅଞ୍ଚଳର। ସଦର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି। ସନ୍ଧ୍ୟା ସମୟରେ ଘଟିଛି ଘଟଣା।ଉଠାଇ ନେଇଥିବା ଯୁବକ ଜଣକ ନାବାଳିକା ପରିବାର ର ସମ୍ପର୍କୀୟ ହେବେ ବୋଲି ସୂଚନା ମିଳୁଛି ।ପରିବାର ଲୋକ ଓ ଗ୍ରାମବାସୀଙ୍କ ବୟାନ ଆଧାରରେ ସାକ୍ଷୀଗୋପାଳ ରେ ପୋଲିସ କରୁଛି ସର୍ଚ୍ଚ ଅପରେସନ।
Read More News
T & CPrivacy PolicyContact Us