Download Now Banner

This browser does not support the video element.

ସୋନପୁର: ହରୋଡ଼ଖୋଲ ପାଖରୁ ଆଜି ପୁଣି ଗଞ୍ଜେଇ ଜବତ ନିଜ କାର୍ଯ୍ୟାଳୟ ରେ ଜିଲ୍ଲା ଏସପିଙ୍କ ସୂଚନା।

Sonapur, Subarnapur (Sonepur) | Sep 2, 2025
ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ଆଜି ପୁଣି ଏକ ସଫଳତା ମିଳିଛି।ଅଭିନବ ଉପାୟରେ ସାଗ ଭିତରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଏକ ବାଇକ ସହ ଜଣେ ଅଭିଯୁକ୍ତକୁ ଗିରଫ ହୋଇ ଥିବା ସହ ୩ କେଜି ଗଞ୍ଜେଇ କୁ ଯବତ କରିଛି ପୋଲିସ।ଏନେଇ ଆଜି ସଂଧ୍ୟା ୭ଟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us