Download Now Banner

This browser does not support the video element.

ସୋନପୁର: ବଡବନ୍ଧ ନିକଟରୁ 7 କେଜି ଗଂଜେଇ ଶହ ଜଣେ ଅଭିଯୁକ୍ତ ଗିରଫ, ତରଭା ଥାନାରେ ମାମଲା ରୁଜୁ, ଆଜି କୋର୍ଟ ଚଲାଣ

Sonapur, Subarnapur (Sonepur) | Sep 8, 2025
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାକୁ ସମ୍ପୂର୍ଣ ନିଶାମୁକ୍ତ କରିବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକଙ୍କ ନେତୃତ୍ୱରେ ଅପରେସନ ଗରୁଡ଼ ପରେ ଗତ ୧ ତାରିଖରୁ ଅପରେସନ ପ୍ରହାର ଆରମ୍ଭ ହୋଇଥିବା ବେଳେ, ଜିଲ୍ଲାର ସମସ୍ତ ଥାନା ଏହା ଉପରେ ସମ୍ପୂର୍ଣ ସଜାଗ ରହିଥିବା ଜଣା ପଡିଛି l ଏହି କ୍ରମରେ ଗତକାଲି ଜିଲ୍ଲାର ତରଭା ପୋଲିସ ଦ୍ୱିପ୍ରହର କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବଡବନ୍ଧ ନିକଟରୁ 7 କେଜି ଗଂଜେଇ ଏବଂ ଏକ ବାଇକ ଶହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡିଛି l
Read More News
T & CPrivacy PolicyContact Us