This browser does not support the video element.
ଫୁଲବାଣୀ ସହର: ବାଲିଗୁଡା ଟାଉନହଲ ଠାରେ ବିଜେପି ପକ୍ଷରୁ ସେବା ପକ୍ଷ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହଇଯାଇଛି
Phulabani Town, Kandhamal | Sep 6, 2025
ବାଲିଗୁଡା ଟାଉନହଲ ଠାରେ ବିଜେପି ପକ୍ଷରୁ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ଶନିବାର ଦିନ 11ଘଣ୍ଟିକା ରୁ ଆରମ୍ଭ କରି ଅପରାହ୍ନ 3ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, କାଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ଜୋଗ ଦେଇଥିବା ବେଳେ ଜିଲ୍ଲାସ୍ତରୀୟ କର୍ମକର୍ତା ଜଗ ଦେଇଛନ୍ତି, ସେବା ପକ୍ଷ କାଯ୍ୟକଳାପ ଉପରେ ସ୍ୱଛତା ଅଭିଯାନ,ରକ୍ତଦାନ ଶିବିର, ସ୍ୱସ୍ଥ୍ୟ ଶିବିର,ପ୍ରଧାନମନ୍ତ୍ରୀ ଙ୍କ ଜୀବନୀ ଉଫରେ ଆଧାରିତ ପଦର୍ଶନ କରାଯିବା ର କାଯ୍ୟକ୍ରମ ରହିଛି ଏହି କାଯ୍ୟକ୍ରମ ରେ ଜିଲ୍ଲା ମଧ୍ୟରୁ 70ରୁ ଉର୍ଧ କର୍ମକର୍ତା ଯଗ ଦେଇଛନ୍ତି