Download Now Banner

This browser does not support the video element.

ବାଙ୍ଗିରିପୋଷି: ବାଙ୍ଗିରିପୋଷି  ଠାରେ ବ୍ଲକ ସ୍ତରୀୟ ନିର୍ମାଣ   ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟିକା

Bangiriposi, Mayurbhanj | Jul 19, 2025
ବାଙ୍ଗିରିପୋଷି ଠାରେ ବ୍ଲକ ସ୍ତରୀୟ ନିର୍ମାଣ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଟିତ ହେଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜ ଲି ମୁର୍ମୁ  ଦିବା 12 ଘଟିକା ସମୟରେ  ଯୋଗ  ଦେଇ ସଚେତନତା ବାର୍ତ୍ତା ଦେବା ସହିତ   ନିର୍ମାଣ ଶ୍ରମିକ ବୋର୍ଡ ରେ ପଞ୍ଜିକୃତ  କାର୍ଡ ବଣ୍ଟନ କଲେ ବିଧାୟିକା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us