Download Now Banner

This browser does not support the video element.

ଉଦଳା: ବଢ଼ିଲା କାଳ ଡ୍ୟାମ୍‌ର ଜଳସ୍ତର, ଗୋଟିଏ ଗେଟ୍ ଖୋଲିଲେ କର୍ତ୍ତୃପକ୍ଷ

Udala, Mayurbhanj | Aug 24, 2025
ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବୃଦ୍ଧି ପାଇବାରେ ଲାଗିଛି ନଦୀର ଜଳସ୍ତର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ରବିବାର ଦିନ ପ୍ରାୟ ୧୨ଟାରେ ଗୋଟିଏ ଗେଟ୍ ଖୋଲିଛନ୍ତି।
Read More News
T & CPrivacy PolicyContact Us