Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ମ୍ୟୁନିସିପାଲିଟି ୱାର୍ଡ ନଂ୨୩ ଠାରେ ପ୍ରଧାନମନ୍ତ୍ରୀଙ୍କ ୧୨୫ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ସାଂସଦ

Baleshwar M, Balasore | Aug 31, 2025
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୫ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପୂର୍ବାହ୍ନ ୧୧ ଟା ସମୟରେ ବାଲେଶ୍ୱର ମ୍ୟୁନିସିପାଲିଟି ଅନ୍ତର୍ଗତ ସହଦେବଖୁଣ୍ଟା ୨୩ ନଂ ୱାର୍ଡ ର ବୁଥ ନଂ ୧୫୧ ଠାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସ୍ଥାନୀୟ ବାସୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଥିଲେ।ଏଥି ସହ ସ୍ଥାନୀୟ ସମସ୍ୟା ସମ୍ପର୍କରେ ୱାର୍ଡ ବାସୀଙ୍କୁ ପଚାରି ବୁଝିଥିଲେ ।
Read More News
T & CPrivacy PolicyContact Us