Download Now Banner

This browser does not support the video element.

ଦିଗପହଣ୍ଡି: ସର୍ପା ଘାତରେ ନୂଆଁ ଗୁମ୍ମା ଗ୍ରାମର ଜଣେ ବୃଦ୍ଧ ଗୁରୁତର ମେଡ଼ିକାଲ ସ୍ଥାନାନ୍ତର ।

Digapahandi, Ganjam | Jul 28, 2024
ନୂଆଁ ଗୁମ୍ମା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ସର୍ପା ଘାତରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବୃଦ୍ଧ ଜଣଙ୍କ ହେଲେ ତ୍ରିନାଥ ଗୋଡ଼ ବୟସ ୭୦ ବର୍ଷ ତାଙ୍କ ଘର ନୂଆଁ ଗୁମ୍ମା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ତ୍ରିନାଥ ଗୋଡ଼ ନିଜ ବିଲକୁ କିଛି କାମ କରିବା ପାଇଁ ଯାଉଥିଲେ । ହେଲେ ବିଲ ରାସ୍ତାରେ ଯାଉଥିବା ବେଳେ ଏକ ସର୍ପ ଉପରେ ତାଙ୍କ ଗୋଡ଼ ଭୁଲ ବଶତଃ ପଡ଼ି ଯାଇଥିଲା ଯାହାଫଳରେ ସର୍ପ ଟି ତାଙ୍କୁ କାମୁଡି ଦେଇଥିଲା । ତେବେ ଘଟଣାରେ ତ୍ରିନାଥ ଗୌଡ଼ ଚିତ୍କାର କରିବା ସହ ଗୁରୁତର ହୋଇଥିଲେ ।
Read More News
T & CPrivacy PolicyContact Us