This browser does not support the video element.
ଉଦଳା: ରାସ୍ତା ମରାମତି ଦାବିରେ କପ୍ତିପଦାର ଅସନ ଛକରେ ଗ୍ରାମବାସୀଙ୍କ ରାସ୍ତା ରୋକ୍
Udala, Mayurbhanj | Aug 25, 2025
କପ୍ତିପଦା ବ୍ଲକ ଅନ୍ତର୍ଗତ ନୂଆସାହି ଭଦ୍ରା ଛକରୁ କଳମ ଗଡିଆ ପ୍ରାୟ ୨୦ କିଲୋମିଟର RD ରାସ୍ତା ଆଜକୁ ଏକ ବର୍ଷ ରୁ ଅଧିକ ହେବ ବିଭାଗୀୟ ଅଧିକାରୀଙ୍କ ଅବହେଳା ତଥା ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ମରାମତି ନ ହୋଇ ରାସ୍ତାଟି ମରଣ ଯନ୍ତାରେ ପଡ଼ି ରହିଛି। ତେଣୁ ଆଜି ଅର୍ଥାତ ସୋମବାର ଦିନ ସ୍ଥାନୀୟ ଜନସାଧାରଣ ମାନେ ନ୍ୟାୟ ପାଇଁ ଅସନ ଛକରେ ରାସ୍ତା ବନ୍ଦ କରିଥିଲେ।