This browser does not support the video element.
ସୋନପୁର: ବିଶିପାଲି ପାଖରୁ ୧୨ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ ।
Sonapur, Subarnapur (Sonepur) | Aug 26, 2025
ବିଶିପାଲି ପାଖରୁ ୧୨ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ସଂଧ୍ୟା ୬ଟା ରେ ବିରମହାରାଜପୁ ଅବକାରୀ ବିଭାଗ ଚଢ଼ାଉ କରି ଘଟଣା ସ୍ଥଳରୁ ୧୨ ଲିଟର ଦେଶୀ ମଦକୁ ଯବତ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।