This browser does not support the video element.
ବରଗଡ: ଜିଲ୍ଲାରେ ହେଉଥିବା ସାର ସମସ୍ୟାକୁ ନେଇ ଗାନ୍ଧି ଛକ ଠାରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା
Bargarh, Bargarh (Baragarh) | Sep 2, 2025
ଜିଲ୍ଲାରେ ସାର ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ରମେଶ ମହାପାତ୍ର | ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ଗାନ୍ଧି ଛକ ଠାରେ ପ୍ରତିକ୍ରିୟା ରଖି ସାର ସଙ୍କଟ ଉପରେ ଜଣାଇଛନ୍ତି | ବରଗଡ଼ ଜିଲ୍ଲାରେ ସାରର କଳାବଜାରୀ ହେଉଛି | ଚାଷୀଙ୍କୁ ସାର ସଙ୍କଟ ରହିଥିବା ବେଳେ ଅନେକ ଥର ଏନେଇ ଅଭିଯୋଗ କରିଛନ୍ତି | କୃଷି ବିଭାଗ ଏନେଇ ଡିଲର ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁ ନ ଥିବା ବେଳେ ଚାଷୀ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି | ତେବେ ଚାଷୀଙ୍କୁ ସାର ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।