Download Now Banner

This browser does not support the video element.

ସଦର: କଳାହାଣ୍ଡି ର ବିଭିନ୍ନ ସ୍ଥାନରେ ଗୁରୁବାର ନୂଆଁଖାଇ ପର୍ବ ପାଳନ, ବହୁ ଲୋକଙ୍କ ସାମଗମ

Sadar, Kalahandi | Aug 28, 2025
କଳାହାଣ୍ଡି ର ବିଭିନ୍ନ ସ୍ଥାନରେ ଗୁରୁବାର ନୂଆଁଖାଇ ପର୍ବ ପାଳନ ହୋଇଛି। ଘରେ ଘରେ ଖିରିପିଠାରେ ପରିବେଶ ମହକି ଉଠିଛି। ନବାନ୍ନ ଲାଗି ହେବା ପରେ ନୂଆଁ ଧାନରେ ପ୍ରସ୍ତୁତ ଚୁଡ଼ା ଖିରିକୁ କୁରେଇ ପତ୍ରରେ ନିଜ ଇଷ୍ଟଦେବୀ ଏବଂ ଗ୍ରାମ ଦେବୀଙ୍କୁ ସମର୍ପଣ କରାଯାଇଛି।
Read More News
T & CPrivacy PolicyContact Us