Download Now Banner

This browser does not support the video element.

ଛତ୍ରପୁର: ଖମ୍ବାରିଗାଁ ଗ୍ରାମର ସମସ୍ତ ଚାଷଜମିର ନୂତନ ସର୍ଭେ ନିମନ୍ତେ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

Chhatrapur, Ganjam | Nov 6, 2024
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପାତ୍ରପୁର ତହସିଲ ଅନ୍ତର୍ଗତ ଖମ୍ବାରି ଗାଁ ମୌଜାର ସମସ୍ତ ଚାଷଜମିର ନୂତନ ସର୍ଭେ ନିମନ୍ତେ ବୁଧବାର ଦିନ ୧ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ମାନେ । ପାତ୍ରପୁର ତହସିଲ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ରେଭିନ୍ୟୁ ସର୍କଲର ଖମ୍ବାରିଗାଁ ମୌଜାରେ ଥିବା ସମସ୍ତ ଚାଷଜମିର ସେଟେଲମେଣ୍ଟ ହୋଇନାହିଁ । ଯାହାଦ୍ୱାରା ଗ୍ରାମର ପିଲାମାପ୍ନେିଜ ନିଜ ପ୍ରମାନପତ୍ର ନ ପାଇ ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
Read More News
T & CPrivacy PolicyContact Us