Download Now Banner

This browser does not support the video element.

ଛତ୍ରପୁର: ପ୍ରଧାନମନ୍ତ୍ରୀ ଓ ତାଙ୍କ ମାତାଙ୍କୁ କଟୁ ଭାଷା ପ୍ରୟୋଗ ପ୍ରତିବାଦରେ ବ୍ରହ୍ମପୁର ଠାରେ ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ

Chhatrapur, Ganjam | Sep 1, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କୁ ବିହାର ଦରଭଙ୍ଗା ନିର୍ବାଚନ ସଭାରେ କଟୁ ଭାଷା ପ୍ରୟୋଗ କରିଥିଲେ ରାହୁଲ ଗାନ୍ଧୀ। ଏହାର ପ୍ରତିବାଦରେ ସୋମବାର ସଂଧ୍ୟାରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଙ୍କ ନିର୍ଦେଶ କ୍ରମେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ କାର୍ଯ୍ୟକର୍ତ୍ତା,ମହିଳା ମୋର୍ଚ୍ଚା,ଯୁବ ମୋର୍ଚ୍ଚା,ଏସ ସି ମୋର୍ଚ୍ଚା,ଏସ ଟି ମୋର୍ଚ୍ଚା,ର ସମସ୍ତ ସଦସ୍ୟ /ସଦସ୍ୟା ସ୍ଥାନୀୟ ଗିରିଜା ଛକ ଠାରେହଜାର ହଜାର ମହିଳା,କର୍ମକର୍ତ୍ତା ଏକତ୍ରିତ ହୋଇ କଂଗ୍ରେସ ର ନେତା ରାଉଳ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
Read More News
T & CPrivacy PolicyContact Us