Download Now Banner

This browser does not support the video element.

କେଗାଁଓ: ବିଳମ୍ବିତ ରାତ୍ରିରେ କାନ୍ଦୁଲଡୁଙ୍ଗରି ଗ୍ରାମରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଯୋଗଦେଲେ ବ୍ଲକ ଅଧକ୍ଷ

Kegaon, Kalahandi | Sep 10, 2025
ଗତକାଲି 9ତାରିଖ ମଙ୍ଗଳବାର ରାତ୍ରି 10ଟାରୁ ଆଜି ସକାଳ 6ଟା ଯାଏ କାନ୍ଦୁଲଡୁଙ୍ଗରି ଗାଁ ଯୁବକ ସଂଘ ତରଫରୁ ନୁଆଁଖାଇ ଭେଟ ଘାଟ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦାନ ଦେଇଥିବାବେଳେ, ସମ୍ମାନିତ ଅତିଥି ଭଵେ ମାନଝରି ଗ୍ରା. ପ ର ସରପଞ୍ଚ ଜଗୁଜୀବନ ଅଘରିଆ, ଅଞ୍ଚଳ ର ପ୍ରସିଦ୍ଧ କୀର୍ତନ ଗୁରୁ ରାମଚନ୍ଦ୍ର ମାଝୀ ସମାଜ ସେବି ଶ୍ୟାମ ସୁନ୍ଦର ଅଗ୍ରୱାଲ, ଗାଁ ର ବହୁ ସମାଜ ସେବି ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us