Download Now Banner

This browser does not support the video element.

ନୂଆପଡା: ଯୋଗିମୁଣ୍ଡା ଗ୍ରାମ ଅଞ୍ଚଳରେ ତୀର ମାଡ ଆକ୍ରମଣ ତିନି ଜଣ ଗୁରୁତର

Nuapada, Nuapada | Aug 26, 2025
ଯୋଗିମୁଣ୍ଡା ଗ୍ରାମ ଅଞ୍ଚଳରେ ତୀର ମାଡ ଆକ୍ରମଣ ତିନିଜଣ ଗୁରୁତର ନୂଆପଡ଼ା ଜିଲ୍ଲା ସୁନାବେଡ଼ା ସେନଚୁରୀ ଅନ୍ତର୍ଗତ ଯୋଗୀମୁଣ୍ଡା ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତୀର ମାଡ ଆକ୍ରମଣରେ ତିନିଜଣ ଗୁରୁତର ହୋଇଛନ୍ତି। ଆକ୍ରମଣକାରୀଙ୍କ ଚିହ୍ନଟ ରୂପଧର ପହାରିଆ ବୋଲି ହୋଇଛି। ଖବର ଅନୁସାରେ, ରୂପଧର ହଠାତ୍ ତୀର ନେଇ ଆକ୍ରମଣ କରିଥିଲେ। ଏଥିରେ ମଙ୍ଗଳୁ ପହାରିଆ, ଜଣେ ଶିଶୁ ଓ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ଆଜି ଅପରାହ୍ନ 2ଟା ସମୟରେ ମିଳିଛି। ସମସ୍ତଙ୍କୁ ସୁନାବେଡ଼ା ମେଡିକାଲକୁ ଭର୍ତ୍ତି କରାଯାଇଛି। ମଙ୍ଗଳୁଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବାବେଳେ, ଅନ୍ୟ ଦୁଇଜଣଙ୍କ ଅବସ୍ଥା
Read More News
T & CPrivacy PolicyContact Us