This browser does not support the video element.
ବଲାଙ୍ଗୀର: ବଲାଙ୍ଗୀରରେ ବଜ୍ରପାତ ସହିତ ଭାରୀ ବର୍ଷା ସମ୍ଭାବନା ଜିଲ୍ଲାକୁ ୟେଲୋ ୱର୍ଣି
Balangir, Balangir | Aug 23, 2025
ଆସନ୍ତା 25 ତାରିଖ ସକାଳ 8.30ରୁ 26 ତାରିଖ ସକାଳ 8.30 ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ସହିତ ବିଚ୍ଛିନ୍ନ ସ୍ଥାନ ରେ ମେଘଗଜନା ହେବାର ସମ୍ଭାବନା ରହିଛି। ତା ସହିତ 30ରୁ 40 କି.ମି. ବେଗରେ ପବନ ବହିବା ଆଶଙ୍କା। କିଛି ସ୍ଥାନରେ ଭାରୀ ବର୍ଷା (7ସେ.ମି.–11ସେ.ମି.) ପଡ଼ିପାରେ। ବଜ୍ରପାତ ସମୟରେ ଖୋଲା ଆକାଶ ତଳେ ନରହନ୍ତୁ, ଗଛତଳା କିମ୍ବା ବିଦ୍ୟୁତ୍ ଖୁଟି ନିକଟରେ ଆଶ୍ରୟ ନେବାରୁ ନିବୃତ ରହିବା କୁ ଜିଲ୍ଲା ପାଣି ପାଗ ବିଭାଗ ଜିଳକୁ ୟେଲୋ ୱାର୍ଣିନ ଜାରୀ କରି ଥିବା ଆଜି ଅପରାହ୍ନ ୨ଟା ସମୟ ରେ ସୁଚନା ଦେଇଛି