Download Now Banner

This browser does not support the video element.

ଲକ୍ଷ୍ମୀପୁର: ବିଜାଘାଟି ପଞ୍ଚାୟତର ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ

Lakshmipur, Koraput | Aug 22, 2025
କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ ମହାଜନ ଆଜି ନାରାୟଣପାଟଣା ବ୍ଲକ ଗ୍ରସ୍ତ କରି ବିଜାଘାଟି ପଞ୍ଚାୟତରେ ଦୀର୍ଘ ଦିନ ହେଲାଣି ନିର୍ମାଣ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଥିଲେ।ଉକ୍ତ କାର୍ଯ୍ୟର ଅବଧୀ ସରିଯାଇଥିବା ବେଳେ କାମ ୮୦ ପ୍ରତିଶତ ବାକି ଥିବା ଦେଖି ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଉପରେ ବିଗିଡ଼ି ଥିଲେ। ବିଭାଗୀୟ ଅଧିକାରୀଙ୍କ କୋହଳ ମନଭାବ ଯୋଗୁଁ କାମ ସରିବାର ନା ଧରୁ ନଥିବାରୁ ଅଶୋନ୍ତୋଷ ପ୍ରକାଶ କରି ତୁରନ୍ତ କାମ ବର୍ଷେ ଭିତରେ ସାରିବାକୁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us