Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ବର ଅଞ୍ଚଳ ରେ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବା ମାମଲାରେ ୨ଯୁବକ ଗିରଫ ,ଟାଉନ୍ ଥାନା ପୁଲିସ ଦ୍ଵାରା ଗିରଫ ପରେ କୋର୍ଟ ଚାଲାଣ

Baleshwar M, Balasore | Aug 22, 2025
ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବା ମାମଲାରେ ୨ଯୁବକ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୨ଟି ପିସ୍ତଲ୍ ୪ଟି ଜୀବନ୍ତ ଗୁଳି , ୪ଟି ମୋବାଇଲ ଓ ଏକ ବାଇକ୍ ଜବତ କରାଯାଇଛି । ଗିରଫ ଦୁଇ ଜଣ ହେଲେ ସଞ୍ଜୀବ ଦେହୁରୀ ଓ ପ୍ରଶାନ୍ତ ବାରିକ । ବାଲେଶ୍ଵର ଟାଉନ୍ ଥାନା ପୁଲିସ ଦ୍ଵାରା ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us